# he came up to Jesus ଯିହୁଦା ଯୀଶୁଙ୍କ ନିକଟକୁ ଆସି # kissed him ଚୁମ୍ବନ ଦେଲେ I ଉତ୍ତମ ବନ୍ଧୁମାନେ ଗାଲରେ ଚୁମ୍ବନ ଦିଅନ୍ତି, କିନ୍ତୁ ଶିଷ୍ୟମାନେ ହୁଏତ ପ୍ରଭୁଙ୍କୁ ଶୁଭମନାଶିଵା ହାତରେ କରନ୍ତି I କେହି ଜାଣନ୍ତି ନାହିଁ ଯିହୁଦା ଯୀଶୁଙ୍କୁ କିପରି ଚୁମ୍ବନ କଲା I