# he said to Peter, ""What, could you not watch ଯୀଶୁ ପିତରଙ୍କୁ କହିଲେ, କିନ୍ତୁ “ତୁମ୍ଭେମାନେ” ବହୁବଚନ ଅଟେ, ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]]) # What, could you not watch with me for one hour? ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ଅନୁଯୋଗ କରିଵା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ମୁ ନିରାଶ ଯେ “ତୁମ୍ଭେମାନେ ମୋ ସହିତ ଘଣ୍ଟାଏ ଜାଗି ରହି ପାରିଲ ନାହିଁ !” (ଦେଖ: [[rc://*/ta/man/translate/figs-rquestion]])