# Why are you troubling this woman? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାହା ଜାଣି ଅନୁଯୋଗ କରିବା ପରି ଏହି ପ୍ରଶ୍ନ ସେମାନଙ୍କୁ ପଚାରିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଏହି ସ୍ତ୍ରୀଲୋକଟିକୁ କଷ୍ଟ ଦେବା ଉଚିତ ନୁହେ !” (ଦେଖ: [[rc://*/ta/man/translate/figs-rquestion]]) # Why are you “ତୁମ୍ଭେ”ର ସମସ୍ତ ବ୍ୟବହାର ବହୁବଚନ ଅଟେ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])