# This could have been sold for a large amount and given ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଏହାକୁ ଅନେକ ଟଙ୍କାରେ ବିକ୍ରୟ କରି ସେହି ଟଙ୍କା ଦେଇ ପାରିଥାନ୍ତା” (ଦେଖ: [[rc://*/ta/man/translate/figs-activepassive]]) # to the poor ଏଠାରେ “ଦରିଦ୍ର” ବିଶେଷଣଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦରିଦ୍ର ଲୋକମାନଙ୍କୁ” (ଦେଖ: [[rc://*/ta/man/translate/figs-nominaladj]])