# ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ବିଶ୍ବସ୍ତ ଓ ଅବିଶ୍ବସ୍ତ ଦାସ ବିଷୟରେ ଏକ ଦୃଷ୍ଟାନ୍ତ କହିଲେ ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ଅନୁପସ୍ଥିତ ଥିବା ସମୟରେ ଯେପରି ସେମାନେ ବିଶ୍ବସ୍ତ ରହିବେ ଓ ତାହାଙ୍କ ଆଗମନ ନିମନ୍ତେ ଜାଗ୍ରତ ରହିବେ I (ଦେଖ: [[rc://*/ta/man/translate/figs-explicit]]) # it is like ଏଠାରେ “ଏହା” ଶବ୍ଦ ସ୍ବର୍ଗରାଜ୍ୟକୁ ବୁଝାଏ ([ମାଥିଉ ୧୩:୨୪](../13/24.md)) I # was about to go ବିଦେଶକୁ ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି କିମ୍ବା “ଶୀଘ୍ର ବିଦେଶକୁ ଯିବେ” # gave over to them his wealth ତାହାଙ୍କ ସମ୍ପତ୍ତିରେ ଅଧିକାର ସେମାନଙ୍କୁ ଦେଲେ # his wealth ତାହାଙ୍କ ସମ୍ପତ୍ତି ଦେଲେ