# if they say to you, 'Look, he is in the wilderness,' do ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦିକେହି ତୁମ୍ଭମାନଙ୍କୁ କହେ ଯେ ଖ୍ରୀଷ୍ଟ ପ୍ରାନ୍ତରରେ ଅଛନ୍ତି, କର” (ଦେଖ: [[rc://*/ta/man/translate/figs-quotations]]) # Or, 'See, he is in the inner rooms,' ଏହାକୁ ଏକ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିମ୍ବା, ଯଦି କେହି ତୁମ୍ଭମାନଙ୍କୁ କହେ ଯେ ଖ୍ରୀଷ୍ଟ ଗୁପ୍ତ କୋଠାରୀରେ ଅଛନ୍ତି” (ଦେଖ: [[rc://*/ta/man/translate/figs-quotations]]) # in the inner rooms ଗୁପ୍ତ କୋଠାରୀ କିମ୍ବା “ଗୁପ୍ତ ସ୍ଥାନ ଗୁଡିକରେ”