# in the days of our fathers ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସମୟରେ # we would not have been participants with them ଆମ୍ଭେମାନେ ସେମାନଙ୍କ ସହଭାଗୀ ହୋଇ ନଥାନ୍ତୁ # shedding the blood of ଏଠାରେ “ରକ୍ତପାତ” ଜୀବନକୁ ବୁଝାଏ I ରକ୍ତପାତର ଅର୍ଥ ବଧ କରିବା I ଅନ୍ୟ ଏକ ଅନୁବାଦରେ: “ବଧ କରିବା” କିମ୍ବା “ହତ୍ୟା କରିବା” (ଦେଖ: [[rc://*/ta/man/translate/figs-metonymy]])