# You blind guides ଯୀଶୁ ଏହି ରୁପକ ବ୍ୟବହାର କରି ଫାରୁଶୀମାନଙ୍କ ନିକଟରେ ବର୍ଣ୍ଣନା କରୁଥିଲେ I ଯୀଶୁଙ୍କ କହିବାର ଅର୍ଥ ଯେ ଫାରୁଶୀମାନେ ଈଶ୍ବରଙ୍କ ଆଦେଶଗୁଡିକୁ କିମ୍ବା କିପରି ତାହାଙ୍କୁ ସନ୍ତୁଷ୍ଟ କରିବାକୁ ହେବ ବୁଝି ନାହାନ୍ତି I ଏଣୁ, ଈଶ୍ବରଙ୍କୁ ସନ୍ତୁଷ୍ଟ କିପରି କରିବେ ସେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେଇ ପାରନ୍ତି ନାହିଁ I ଦେଖ ତୁମେ ଏହି ରୁପକକୁ [ମାଥିଉ ୧୫:୧୪](../15/14.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/figs-metaphor]]) # you who strain out a gnat but swallow a camel ସଚେତନ ନହୋଇ ଲଘୁଜ୍ଞାନ ବ୍ୟବସ୍ଥାଗୁଡିକୁ ପାଳନ କର ଓ ଗୁରୁଜ୍ଞାନ ବ୍ୟବସ୍ଥାଗୁଡିକୁ ପଛରେ ପକାଇ ଦିଅ ଛୋଟ ଅଶୁଚି ପ୍ରାଣୀକୁ ଖାଇବା ନିମନ୍ତେ ସଚେତନ ହୁଅ କିନ୍ତୁ ବଡ଼ ଅଶୁଚି ପଶୁକୁ ଖାଇ ପକାଅ I ଅନ୍ୟ ଏକ ଅନୁବାଦରେ: “ନିର୍ବୋଧ ଲୋକମାନଙ୍କ ପରି ତୁମ୍ଭେମାନେ ଯିଏ କି ସମସ୍ତ ଶକ୍ତି ଲଗାଇ ମଶାକୁ ଛାଣୁଥାଅ କିନ୍ତୁ ଓଟକୁ ଗିଳୁଥାଅ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-hyperbole]]) # strain out a gnat ତାହାର ଅର୍ଥ ତରଳ ପାନିୟ ପଦାର୍ଥକୁ ଲୁଗାରେ ପକାଇ ମଶାକୁ ଛାଣୁଥାଅ # gnat ଗୋଟିଏ ଛୋଟିଆ ମାଛି