# John came to you ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଏହା କେବଳ ଯିହୁଦୀ ଧାର୍ମିକ ଲୋକମାନଙ୍କୁ ବୁଝାଏ ନାହିଁ ବରଂ ସମସ୍ତ ଇସ୍ରାଏଲକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଯୋହନ ଆସିଥିଲେ” (ଦେଖ: [[rc://*/ta/man/translate/figs-you]]) # in the way of righteousness ଏହା ଏକ ରୁଢି ପଦ ଅଟେ ଯାହାର ଅର୍ଥ ଯୋହନ ଲୋକମାନଙ୍କୁ ଜୀବନଜାପନ କରିବା ନିମନ୍ତେ ଧାର୍ମିକ ପଥ ଦେଖାଇଲେ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭମାନଙ୍କୁ କହିଲେ ଯେଉଁ ପରି ଈଶ୍ବର ତୁମ୍ଭମାନଙ୍କୁ ଜୀବନଯାପନ କରିବାକୁ ଚାହାନ୍ତି” (ଦେଖ: [[rc://*/ta/man/translate/figs-idiom]]) # you did not believe him ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଏହା କେବଳ ଧାର୍ମିକ ନେତାମାନଙ୍କୁ ବୁଝାଏ I” (ଦେଖ: [[rc://*/ta/man/translate/figs-you]])