# Connecting Statement: ଏହା ଯୀଶୁଙ୍କ ଅଧିକାର ପ୍ରତି ଧାର୍ମିକ ନେତାମାନଙ୍କ ପ୍ରଶ୍ନର ବିବରଣୀକୁ ଆରମ୍ଭ କରେ I # had come into the temple ଏହା ସୁଚିତ କରେ ଯେ ଯୀଶୁ ପ୍ରକୃତରେ ମନ୍ଦିରରେ ପ୍ରବେଶ କରି ନଥିଲେ I ସେ ମନ୍ଦିର ଚାରିପାଖ ପ୍ରାଙ୍ଗଣରେ ପ୍ରବେଶ କଲେ I (ଦେଖ: [[rc://*/ta/man/translate/figs-activepassive]]) # these things ଏହା ମନ୍ଦିରରେ ଯୀଶୁଙ୍କ ଶିକ୍ଷା ଓ ସୁସ୍ଥତାକୁ ବୁଝାଏ I ଏହା ହୁଏତ ପୂର୍ବ ଦିନରେ ଯୀଶୁ କ୍ରୟ ବିକ୍ରୟକାରୀମାନଙ୍କୁ ଘଉଡାଇ ଥିବାକୁ ବୁଝାଉ ଥାଇପାରେ I