# General Information: ୧୬ ପଦରେ, ଯୀଶୁ ଗୀତ ସଂହିତାରୁ ବାକ୍ୟ ଉଦ୍ଧୃତ କରି ସାବ୍ୟସ୍ତ କଲେ ଯେ କିପରି ଲୋକମାନେ ତାଙ୍କର ଭଜନ କଲେ I # the marvelous things ଆଶ୍ଚର୍ଯ୍ୟ ବିଷୟ ହେଉଛି କିମ୍ବା “ଆଶ୍ଚର୍ଯ୍ୟ କର୍ମ I” ଏହା [ମାଥିଉ ୨୧:୨୪](../21/14.md)ରେ ଯୀଶୁ ଅନ୍ଧ ଓ ଖଞ୍ଜ ଲୋକମାନଙ୍କୁ ସୁସ୍ଥ କରିବାକୁ ବୁଝାଏ I # Hosanna ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର” କିନ୍ତୁ ଏହା ମଧ୍ୟ “ଈଶ୍ବରଙ୍କର ପ୍ରଂଶସା !” ବୁଝାଇବ I ଦେଖ ତୁମେ ଏହାକୁ [ମାଥିଉ ୨୧:୯](../21/09.md)ରେ କିପରି ଅନୁବାଦ କରିଅଚ୍ଛ I # the Son of David ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ “ରାଜା ଦାଉଦଙ୍କ ସନ୍ତାନ” ଭାବେ ଅନୁବାଦ କରାଯାଇପାରିବ I ଯାହୟେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଓ ଲୋକସମୁହ ସମ୍ଭବତଃ ଏହିହେତୁ ଯୀଶୁଙ୍କୁ ସେହି ସଜ୍ଞାରେ ସମ୍ବୋଧନ କଲେ I ଦେଖ ତୁମେ ଏହାକୁ [ମାଥିଉ ୨୧:୯](../21/09.md)ରେ କିପରି ଅନୁବାଦ କରିଅଚ୍ଛ I # they became very angry ଏହା ସୁଚାଇ ଦିଏ ଯେ ସେମାନେ କ୍ରୋଧାନ୍ବିତ ହେଲେ କାରଣ ସେମାନେ ଯୀଶୁଙ୍କୁ ଖ୍ରୀଷ୍ଟ ଥିଲେ ବୋଲି ବିଶ୍ବାସ କଲେନାହିଁ ଓ ସେମାନେ ଚାହାନ୍ତି ନାହିଁ କି ଅନ୍ୟ ଲୋକମାନେ ତାହାଙ୍କ ପ୍ରଂଶସା କରନ୍ତୁ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ତାହାଙ୍କ ପ୍ରଂଶସା କରୁଥିବା ହେତୁ ସେମାନେ ବିରକ୍ତ ହେଲେ” (ଦେଖ: [[rc://*/ta/man/translate/figs-explicit]])