# all the city was stirred ଏଠାରେ “ନଗର” ଲୋକମାନେ ବସବାସ କରୁଥିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ନଗରଯାକ ଲୋକ ଏ କିଏ ବୋଲି ଚହଳ ପଡିଲା” (ଦେଖ: [[rc://*/ta/man/translate/figs-metonymy]]) # stirred ଉତ୍ତେଜିତ ହେଲେ