# Connecting Statement: ଯୀଶୁ ଅଧିକାର ଓ ସେବାକରିବା ବିଷୟରେ ଶିକ୍ଷା ଶେଷ କରନ୍ତେ # called them ଦ୍ବାଦଶ ଶିଷ୍ୟଙ୍କୁ ପାଖକୁ ଡାକିଲେ # the rulers of the Gentiles subjugate them ବିଜାତୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଲୋକମାନଙ୍କ ଉପରେ ପ୍ରଭୁତ୍ବ କରନ୍ତି # their important men ବିଜାତୀମାନଙ୍କ ମଧ୍ୟରୁ ମହାନ ବ୍ୟକ୍ତିମାନେ # exercise authority over them ଲୋକମାନଙ୍କ ଉପରେ କତୃତ୍ଵ କରନ୍ତି