# Connecting Statement: ଏହି ପ୍ରଶ୍ନର ଉତ୍ତରରେ ଦୁଇଜଣ ଶିଷ୍ୟଙ୍କ ମାତା ପଚାରିଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅଧିକାର ଓ ସ୍ବର୍ଗ ରାଜ୍ୟରେ ଅନ୍ୟମାନଙ୍କ ସେବା କରିବା ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି I # the sons of Zebedee ଏହା ଯାକୁବ ଓ ଯୋହନଙ୍କୁ ବୁଝାଏ I