# Connecting Statement: ଯୀଶୁ ଜଣେ ଗୃହ କର୍ତ୍ତାଙ୍କ ବିଷୟରେ ଏକ ଦୃଷ୍ଟାନ୍ତ ଦେଇ କହିଲେ ଯେ ମୁଲିଆ ମାନଙ୍କୁ ଲଗାନ୍ତି, ଈଶ୍ବର କିପରି ସ୍ବର୍ଗ ରାଜ୍ୟରେ ପୁରସ୍କାର ଦେବେ ତାହାର ଏକ ଉଦାହରଣ ଦିଅନ୍ତି I # For the kingdom of heaven is like ଏହା ଦୃଷ୍ଟାନ୍ତର ଆରମ୍ଭ ଅଟେ I ଦେଖ ତୁମେ ଏହି ଦୃଷ୍ଟାନ୍ତକୁ [ମାଥିଉ ୧୩:୨୪](../13/24.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/figs-parables]])