# ମାଥିଉ ୧୮ ସାଧାରଣ ସୂଚନା ## ଏହି ଅଧ୍ୟାୟରେ ବିଶେଷ ଧାରଣା ### ଯୀଶୁଙ୍କ ଶିଷ୍ୟମାନେ କଅଣ କରିବା ଉଚିତ ଯେତେବେଳେ ଅନ୍ୟ ଅନୁଗମନକାରୀମାନେ ସେମାନଙ୍କ ବିରୁଦ୍ଧରେ ପାପ କରନ୍ତି ? ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ ଯେ ତାହାଙ୍କ ଶିଷ୍ୟମାନେ ପରସ୍ପରକୁ ସମ୍ମାନ ଦେବା ଉଚିତ ଓ ପରସ୍ପର ପ୍ରତି କ୍ରୋଧ କରିବା ଉଚିତ ନୁହେ, ଯଦିୟ ସେମାନେ ପୂର୍ବରୁ ସମାନ ପ୍ରକାରର ପାପ କରିଥିବେ I ସେମାନେ କ୍ଷମା ଦେବା ଉଚିତ୍ ଯେଉଁମାନେ ସେମାନଙ୍କ ପାପ ସ୍ବୀକାର କରନ୍ତି, ଯଦ୍ୟପୀ ସେ ସେହି ପାପ ଆଗରୁ କରିଥାଏ I ଯଦି ସେ ଆପଣା ପାପ ସ୍ବୀକାର ନକରେ, ଯୀଶୁଙ୍କ ଶିଷ୍ୟମାନେ ଏକୁଟିଆ ବା ଛୋଟଦଳ ଭାବେ ତା’ସହିତ କଥା ହେବେ I ତା’ପରେ ମଧ୍ୟ ଯଦି ସେ ପାପ ସ୍ବୀକାର ନକରେ, ଶିଷ୍ୟମାନେ ତାହାକୁ ଦୋଷୀ ସାବ୍ୟସ୍ତ କରିବେ I (ଦେଖ: [[rc://*/tw/dict/bible/kt/repent]] ଓ [[rc://*/tw/dict/bible/kt/sin]])