# one servant was brought ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ରାଜାଙ୍କ ଦାସକୁ ଛାମୁକୁ ଅଣାଗଲା” (ଦେଖ: [[rc://*/ta/man/translate/figs-activepassive]]) # ten thousand talents ୧୦,୦୦୦ ଟଙ୍କା କିମ୍ବା “ଏତେ ଟଙ୍କା ଋଣ ଦାସ କେବେ ବି ପରୋଶୋଧ କରିପାରିବ ନାହିଁ” (ଦେଖ: [[rc://*/ta/man/translate/translate-bmoney]] ଓ [[rc://*/ta/man/translate/translate-numbers]])