# if two of you ଏହା ସୁଚାଇ ଦିଏ ଯେ ଯୀଶୁଙ୍କ ଅର୍ଥରେ “ଯଦି ତୁମ୍ଭମାନଙ୍କ ମଧ୍ୟରୁ ଦୁଇଜଣ” କିମ୍ବା “ଯଦି ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ବା ଅଧିକ I” (ଦେଖ: [[rc://*/ta/man/translate/figs-explicit]]) # they ... them ଏଗୁଡିକ ଦର୍ଶାଏ ଯେ “ତୁମ୍ଭମାନଙ୍କ ମଧ୍ୟରୁ ଦୁଇଜଣ” I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟରୁ ... ତୁମେ” # my Father ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: [[rc://*/ta/man/translate/guidelines-sonofgodprinciples]])