# in my name ଏଠାରେ “ମୋର ନାମ” ସ୍ମପୁର୍ଣ୍ଣ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ସେ ମୋର ଶିଷ୍ୟ ଅଟେ” (ଦେଖ: [[rc://*/ta/man/translate/figs-metonymy]]) # Whoever ... in my name receives me ଯୀଶୁଙ୍କ ଅର୍ଥରେ ଏହା ସମାନ ଅଟେ ଯେପରି ତାହାଙ୍କୁ ସ୍ବାଗତ (ଗ୍ରହଣ) କରିବା I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଜଣେ … ମୋ ନାମରେ, ଏହା ଯେମିତି ସେ ମୋତେ ଗ୍ରହଣ କରେ” କିମ୍ବା “ଯେତେବେଳେ କେହିଜଣେ … ମୋ ନାମରେ, ଏହା ଯେମିତି ସେ ମୋହର ସ୍ବାଗତ କରେ”