# the boy was healed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବାଳକଟି ସୁସ୍ଥ ହେଲା” (ଦେଖ: [[rc://*/ta/man/translate/figs-activepassive]]) # from that hour ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି କ୍ଷଣି” କିମ୍ବା “ସେହି ଦଣ୍ଡରେ” (ଦେଖ: [[rc://*/ta/man/translate/figs-idiom]])