# answered and said କହିଲେ I ପିତର ପ୍ରଶ୍ନର ଉତ୍ତର ନଦେଇ # it is good for us to be here ଏହା ସ୍ପଷ୍ଟ ନୁହେଁ ହୁଏତ “ଆମ୍ଭେ” କେବଳ ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ, କିମ୍ବା ଏହା ଯେତେଜଣ ସେଠାରେ ଥିଲେ, ଯୀଶୁ, ଏଲିୟ ଓ ମୋଶାଙ୍କୁ ମିଶାଇ ସମସ୍ତଙ୍କୁ ବୁଝାଏ I ଯଦି ଅନୁବାଦ କରିପାରିବ ତେବେ ଉଭୟ ବୈକଳ୍ପିକ ସମ୍ଭବ, ତେବେ କର I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-inclusive]])