# Connecting Statement: ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସାବଧାନ କରିବା ଜାରି ରଖିଛନ୍ତି I # Do you not yet perceive or remember ... you gathered up? ଯୀଶୁ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବାହର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମେମାନେ ସ୍ମରଣ କର ... ତୁମେ ଏକାଠି କରିଥିଲ !” (ଦେଖ: [[rc://*/ta/man/translate/figs-rquestion]]) # five thousand ୫,୦୦୦ (ଦେଖ: [[rc://*/ta/man/translate/translate-numbers]])