# Connecting Statement: ଏହା ଯୀଶୁ ଚାରିହଜାର ଲୋକମାନଙ୍କୁ ସାତଟି ରୋଟୀ ଓ ଅଳ୍ପ ଛୋଟ ମାଛରେ ତୃପ୍ତ କରିବା ବିବରଣୀକୁ ଆରମ୍ଭ କରେ I # without eating, or they may faint on the way କିଛି ନଖାଇବା କାରଣ ସେମାନେ ହୁଏତ ରାସ୍ତାରେ ବେହୋସ ହୋଇଯାଇ ପାରନ୍ତି