# Every plant that my heavenly Father has not planted will be rooted up ଏହା ଏକ ରୁପକ ଅଟେ I ଯୀଶୁ ଏହାର ଅର୍ଥ କରନ୍ତି ଯେ ଫାରୁଶୀମାନେ ପ୍ରକୃତରେ ଈଶ୍ବରଙ୍କୁ ପ୍ରେମ କରନ୍ତି ନାହିଁ, ଏଣୁ ଈଶ୍ବର ସେମାନଙ୍କୁ ଉତ୍ପାଟନ କରିବେ I (ଦେଖ: [[rc://*/ta/man/translate/figs-metaphor]]) # my heavenly Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # will be rooted up ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ସେସବୁ ଉତ୍ପାଟନ କରିବେ” କିମ୍ବା “ସେ ଭୁମିରୁ ବାହାର କରି ଆଣିବେ” ବା “ସେ ଅପସାରଣ କରିବେ” (ଦେଖ: [[rc://*/ta/man/translate/figs-activepassive]])