# the Pharisees were offended when they heard this statement ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ଉକ୍ତି ଫାରୁଶିମାନଙ୍କୁ କ୍ରୋଧାନ୍ବିତ କଲା” କିମ୍ବା “ଏହି ଉକ୍ତି ଦ୍ବାରା ଫାରୁଶୀମାନେ ଲଜ୍ଜିତ ହେଲେ” (ଦେଖ: [[rc://*/ta/man/translate/figs-activepassive]])