# Then why do you violate the commandment of God for the sake of your traditions? ଧାର୍ମିକ ନେତାମାନେ କଣ କରନ୍ତି ସମୀକ୍ଷା କରି ଯୀଶୁ ପ୍ରଶ୍ନର ଉତ୍ତର ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଲଂଘନ କର !” (ଦେଖ: [[rc://*/ta/man/translate/figs-rquestion]])