# Connecting Statement: ଏହି ପଦଗୁଡିକ ଯୀଶୁ ପାଣି ଉପରେ ଚାଲିବା ପରେ କଣ ଘଟିଲା ବର୍ଣ୍ଣନା କରେ I ସେମାଗୁଡିକ ଯୀଶୁଙ୍କ ସେବାକାର୍ଯ୍ୟରେ ଲୋକମାନେ କିପରି ଗ୍ରହଣ କରୁଥିଲେ ତାହାର ସଂକ୍ଷିପ୍ତ ବିବରଣୀ ଦିଏ I # When they had crossed over ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ଅତିକ୍ରମ କଲେ # Gennesaret ଏହା ଗାଲିଲି ସମୁଦ୍ରର ଦକ୍ଷିଣ ପଶ୍ଚିମରେ ଥିବା ଗୋଟିଏ ଛୋଟ ସହର I (ଦେଖ: [[rc://*/ta/man/translate/translate-names]])