# He said ହେରୋଦ କହିଲେ # has risen from the dead “ମୃତମାନଙ୍କ ମଧ୍ୟରୁ” ଶବ୍ଦ ପାତାଳରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ କୁହେ I ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତିର ଅର୍ଥ ପୁନର୍ବାର ଜୀବିତ ହେବା I # Therefore these powers are at work in him ସେହି ସମୟରେ କେତେକ ଯିହୁଦୀ ବିଶ୍ବାସ କରୁଥିଲେ ଯଦି ଜଣେ ବ୍ୟକ୍ତି ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି ସେ ସମସ୍ତ ଶକ୍ତିର କାର୍ଯ୍ୟ କରିବା ନିମନ୍ତେ କ୍ଷମତା ପ୍ରାପ୍ତ ଅଟନ୍ତି I