# The Son of Man will send out his angels ଏଠାରେ ଯୀଶୁ ଆପଣା ବିଷୟରେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ, ମନୁଷ୍ୟପୁତ୍ର, ଆପଣା ଦୁତମାନଙ୍କୁ ପ୍ରେରଣ କରିବି” (ଦେଖ: [[rc://*/ta/man/translate/figs-123person]]) # those who commit iniquity ଯେଉଁମାନେ ଅଧର୍ମାଚାରୀ କିମ୍ବା “ବିଘ୍ନଜନକ ଲୋକମାନେ”