# Connecting Statement: ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I ସେ ଗୋଟିଏ ଉପଦେଶ ଦେବା ଆରମ୍ଭ କରନ୍ତି I # waterless places ଶୁଖିଲା ସ୍ଥାନ କିମ୍ବା “ଏପରି ସ୍ଥାନ ଯେଉଁଠି ଲୋକମାନେ ବାସ କରନ୍ତି ନାହିଁ” # does not find it ଏଠାରେ “ତାହା” ବିଶ୍ରାମକୁ ବୁଝାଏ