# An evil and adulterous generation seeks for a sign ... given to it ଯୀଶୁ ବର୍ତ୍ତମାନ ବଂଶ ବିଷୟରେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏକ ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଅଟ ଯେଉଁମାନେ ଚିହ୍ନ ଅନ୍ବେଷଣ କରନ୍ତି… ତୁମକୁ ଦିଆଯାଇଅଛି” (ଦେଖ: [[rc://*/ta/man/translate/figs-123person]]) # adulterous generation ଏଠାରେ ଲୋକମାନଙ୍କ ନିମନ୍ତେ “ବ୍ୟଭିଚାରୀ” ଏକ ରୁପକ ଅଟେ ଯେଉଁମାନେ ଈଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଅବିଶ୍ବସ୍ତ ବଂଶ” କିମ୍ବା “ଅଧାର୍ମିକ ବଂଶ” (ଦେଖ: [[rc://*/ta/man/translate/figs-metaphor]]) # no sign will be given to it ଯୀଶୁ ସେମାନଙ୍କୁ ଚିହ୍ନ ଦେବେ ନାହିଁ କାରଣ, ଯଦିଓ ସେ ଅନେକ ଶକ୍ତିର କାର୍ଯ୍ୟ କରିଛନ୍ତି, ସେମାନେ ତାହାଙ୍କଠାରେ ବିଶ୍ବାସ କଲେ ନାହିଁ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଚିହ୍ନ ଦେବିନାହିଁ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଚିହ୍ନ ଦେବେନାହିଁ” (ଦେଖ: [[rc://*/ta/man/translate/figs-activepassive]]) # except the sign of Jonah the prophet ମାତ୍ର ସେହି ସମାନ ଚିହ୍ନ ବ୍ୟତିତ ଈଶ୍ବର ଭାବବାଦୀ ଯୁନସଙ୍କୁ ଦେଲେ I