# because he is a prophet ଏଠାରେ “ସେ” ବ୍ୟକ୍ତି ବିଶେଷକୁ ବୁଝାଏ ନାହିଁ ଯେ ଗ୍ରହଣ କରେ I ଏହା ଗ୍ରହଣ କରାଯିବା ବ୍ୟକ୍ତିଙ୍କୁ ବୁଝାଏ I # a prophet's reward ଏହା ପୁରସ୍କାରକୁ ବୁଝାଏ ଯାହାକୁ ଈଶ୍ବର ଭାବବାଦୀଙ୍କୁ ଦିଅନ୍ତି, ଜଣେ ଭାବବାଦୀ ଯେଉଁ ଉପହାର ଅନ୍ୟକୁ ଦିଏ ତାହା ନୁହେଁ I # he is a righteous man ଏଠାରେ “ସେ” ବ୍ୟକ୍ତିଙ୍କୁ ବୁଝାଏ ନାହିଁ ଯେ ଗ୍ରହଣ କରେ I ଏହା ଯେଉଁ ବ୍ୟକ୍ତିଙ୍କୁ ସ୍ବାଗତ କରିଛନ୍ତି ତାହାକୁ ବୁଝାଏ I # a righteous man's reward ଏହା ଧାର୍ମିକ ବ୍ୟକ୍ତିଙ୍କୁ ଈଶ୍ବର ପୁରସ୍କାର ଦେବା ବୁଝାଏ, ଜଣେ ଧାର୍ମିକ ବ୍ୟକ୍ତି ଅନ୍ୟଜଣକୁ ଯେଉଁ ପୁରସ୍କାର ଦିଅନ୍ତି ତାହାକୁ ନୁହେଁ I