# Connecting Statement: ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ହୁଏତ ଭୋଗ କରିବାକୁ ଯାଉଥିବା ତାଡନାକୁ ଭୟ କରିବା ଉଚିତ ନୁହେ ତାହାର କାରଣ ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I # He who ଏଠାରେ “ସେ” ଶବ୍ଦ ସାଧାରଣରେ ଯେକୌଣସି ଜଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି” କିମ୍ବା “ଯେକୌଣସି ବ୍ୟକ୍ତି” କିମ୍ବା “ଜଣେ କେହି” (ଦେଖ:[[rc://*/ta/man/translate/figs-gendernotations]]) # welcomes ଏହାର ଅର୍ଥ ଯେକୌଣସି ବ୍ୟକ୍ତିକୁ ଅତିଥି ଭାବରେ ଗ୍ରହଣ କରିବା I # you ଏହା ବହୁହଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ ଯାହାଙ୍କ ସହିତ ଯୀଶୁ କଥା ହେଉଥିଲେ I (ଦେଖ:[[rc://*/ta/man/translate/figs-you]]) # He who welcomes you welcomes me ଯୀଶୁଙ୍କ କହିବା ଅର୍ଥ ଯେ ଯେତେବେଳେ ଜଣେ ଆସି ତୁମକୁ ସ୍ବାଗତ କରେ, ତାହାଙ୍କୁ ସ୍ବାଗତ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: ଯଦି କେହିଜଣେ ତୁମକୁ ଗ୍ରାହଣ କରେ, ସେ ମୋତେ ଗ୍ରହଣ କରିବା ସଦୃଶ ଅଟେ” କିମ୍ବା “ଯଦି କେହି ତୁମକୁ ସ୍ବାଗତ କରେ, ସେ ମୋହର ସ୍ବାଗାତ କରିବା ସଦୃଶ ଅଟେ” # he who welcomes me also welcomes him who sent me ଏହାର ଅର୍ଥ ଯେ ଯେତେବେଳେ କେହିଜଣେ ଯୀଶୁଙ୍କୁ ଗ୍ରହଣ କରେ, ଏହା ଈଶ୍ବରଙ୍କୁ ଗ୍ରହଣ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ମୋତେ ଗ୍ରହଣ କରେ, ଏହା ସେ ପିତା ଈଶ୍ବରଙ୍କୁ ଗ୍ରହଣ କରିବା ଅଟେ ଯେ ମୋତେ ପ୍ରେରଣ କରିଛନ୍ତି”