# What I tell you in the darkness, say in the daylight, and what you hear softly in your ear, proclaim upon the housetops ଏହି ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ଯୀଶୁ ଯାହା ଶିଷ୍ୟମାନଙ୍କୁ ଗୁପ୍ତରେ କହିଛନ୍ତି ତାହାକୁ ସମସ୍ତଙ୍କୁ କହିବା ନିମନ୍ତେ ଗୁରୁତ୍ବ ଦେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭ ମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଅଲୋକରେ କୁହ, ପୁଣି ତୁମେ ଯାହା ଗୋପନରେ ଶୁଣ ତାହା ଘରଛାତ ଉପରେ ଘୋଷଣା କର” (ଦେଖ:[[rc://*/ta/man/translate/figs-parallelism]]) # What I tell you in the darkness, say in the daylight ଏଠାରେ “ଅନ୍ଧକାର” “ରାତ୍ର” ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା “ଗୋପନ” ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ’ ଅଟେ I ଏଠାରେ “ଆଲୋକ” “ସାର୍ବଜନୀନ” ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟ ଏକ ଅନୁବାଦରେ: ମୁଁ ରାତିରେ ଯାହା ଗୋପନରେ କହେ, ତାହା ସର୍ବଜନୀନ ଭାବେ ଦିବାଲୋକରେ ପ୍ରକାଶ କର” (ଦେଖ: [[rc://*/ta/man/translate/figs-metonymy]]) # what you hear softly in your ear ଏହା ଗୁପ୍ତରେ କଥା ହେବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ:”ମୁଁ ଯାହା ତୁମକୁ ଗୁପ୍ତରେ କହିଲି” (ଦେଖ: [[rc://*/ta/man/translate/figs-idiom]]) # proclaim upon the housetops ଘରଛାତ କହିଲେ ଯୀଶୁ ଯେଉଁଠାରେ ବାସ କରୁଥିଲେ, ଓ ଦୁରରେଥିବା ଲୋକମାନେ ଯେକୌଣସି ବିଷୟ ଶୁଣି ପାରିବେ I ଏଠାରେ “ଘରଛାତ” ଏପରି ଏକ ସ୍ଥାନକୁ ବୁଝାଏ ଯେଉଁଠି ସମସ୍ତେ ଶୁଣି ପାରିବେ I ଅନ୍ୟ ଏକ ଅନୁବାଦରେ: ”ସାର୍ବଜନୀନ ସ୍ଥାନରେ ଉଚ୍ଚପାଟି କରି କୁହ ଯେପରି ସମସ୍ତେ ଶୁଣିବେ” (ଦେଖ: [[rc://*/ta/man/translate/figs-metonymy]])