# Behold ଏହା ବୃହତ୍ତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ଏହା ହୁଏତ ପୂର୍ବ ଘଟଣାଠାରୁ ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରିପରେ I ତୁମ୍ଭ ଭାଷାରେ ହୁଏତ ଏହାକୁ ଦର୍ଶାଇବା ନିମନ୍ତେ ଭିନ୍ନ ଉପାୟ ଥାଇପାରେ I # all the city “ନଗର” ଶବ୍ଦ ସେହି ନଗରରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ I “ସମସ୍ତ” ଶବ୍ଦ ହୁଏତ କେତେ ଲୋକ ବାହାରିଆସିଲେ ତାହାର ଗୃରତ୍ବାରୋପ କରିବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦ ଅଟେ I ପ୍ରତ୍ୟେକ ଜଣ ଅନାବଶ୍ବକ ଭାବରେ ବାହାରି ଆସିଲେ ନୁହେଁ I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-hyperbole]]) # their region ସେମାନଙ୍କ ଅଞ୍ଚଳ