# to them ଏହା ମନୁଷ୍ୟ ଭିତରେ ଥିବା ମନ୍ଦ ଆତ୍ମା ବିଷୟକୁ ବୁଝାଏ I # The demons came out and went into the pigs ମନ୍ଦ ଆତ୍ମା ସେହି ମନୁଷ୍ୟକୁ ଛାଡିଲେ ଓ ଘୁଷୁରୀମାନଙ୍କ ଭିତରେ ପଶିଲେ # behold ଏହା ଆମମାନଙ୍କୁ ନିମ୍ନଲିଖିତ ଆଶ୍ଚର୍ଯ୍ୟକର୍ମର ସୂଚନା ପ୍ରତି ଧ୍ୟାନ ଦେବା ନିମନ୍ତେ ଚେତନା ଦିଏ # rushed down the steep hill ସେମାନେ ତୁରନ୍ତ ତିଖସ୍ଥାନରେ ପଡିଗଲେ # they died in the water ସେମାନେ ପାଣିରେ ପଡିଲେ ଓ ବୁଡିଲେ