# Now ଏହି ବାକ୍ୟ ମୁଖ୍ୟ ବିବରଣୀ ଧାରାରେ ଏକ ବିରତିକୁ ଏଠାରେ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏଠାରେ ମାଥିଉ ଘୁଷୁରୀ ପଲ ବିଷୟରେ ପୃଷ୍ଥଭୁମିର ସୂଚନା ଦିଅନ୍ତି ଯାହା ଯୀଶୁ ପହଞ୍ଚିବା ପୂର୍ବରୁ ସେଠାରେ ଥିଲେ I (ଦେଖ:[[rc://*/ta/man/translate/writing-background]])