# Behold ଏହା ବୃହତ୍ତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ତୁମ ଭାଷାରେ ଏପରି କହିବା ନିମନ୍ତେ ହୁଏତ ଅନ୍ୟ ଉପାୟ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ହଠାତ” ବା “ବିନା ସଚେତନ”ରେ # there arose a great storm on the sea ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମୁଦ୍ରରେ ଏପରି ପ୍ରବଳ ଝଡ ହେଲା” (ଦେଖ: [[rc://*/ta/man/translate/figs-activepassive]]) # so that the boat was covered with the waves ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତରଙ୍ଗରେ ନୌକାଟି ଅଛାଦିତ ହେବାକୁ ଲାଗିଲା” (ଦେଖ: [[rc://*/ta/man/translate/figs-activepassive]])