# Connecting Statement: ଏଠାରେ ଦୃଶ୍ୟ ସ୍ଥାନାନ୍ତର ହୁଏ ଓ ଯେଉଁମାନେ ଯୀଶୁଙ୍କୁ ଅନୁଗମନ କରିବାକୁ ଚାହୁଁଥିଲେ ସେମାନଙ୍କୁ ଉତ୍ତର ଦେଇ କହେ I # Now ଏହି ବାକ୍ୟ ବିବରଣୀର ମୁଖ୍ୟ ଧାରାକୁ ବିରତି ଦେବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗ ବର୍ଣ୍ଣନା କରନ୍ତି I # he gave instructions ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ