# do not sound a trumpet before yourself ଏହି ରୁପକର ଅର୍ଥ ଏପରି କିଛି କରିବା ଯାହା ଉଦେଶ୍ବମୁଳକ ଭାବେ ଲୋକମାନଙ୍କ ଧ୍ୟାନଆକର୍ଷଣ କରିବା I ଅନ୍ୟ ଏକ ଅନୁବାଦରେ: “ଅନ୍ୟମାନଙ୍କ ପରି ଆପଣା ପ୍ରତି ଧ୍ୟାନ ଆକର୍ଷଣ କରନାହି ଯେଉଁମାନେ ଏକ ଜନସମୁହରେ ତୁରୀ ବଜାନ୍ତି” (ଦେଖ: [[rc://*/ta/man/translate/figs-metaphor]]) # Truly I say to you ମୁଁ ତୁମକୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ଯାହା କହୁଛନ୍ତି ତାହା ଗୁରୁତ୍ଵାରୋପ କରେ I