# Whoever ଯେକୌଣସି ବ୍ୟକ୍ତି, ପୃଷ୍ଠଭୁମି ଦର୍ଶାଏ ଯେ ସେ ଜଣେ ରୋମିୟ ସୈନିକ ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-explicit]]) # one mile ଏହା ଏକ ହଜାର ପାହୁଣ୍ଡ, ଯେଉଁ ଦୁରତା ମଧ୍ୟରେ ଜଣେ ରୋମିୟ ସୈନିକ ଆଇନଗତ ଭାବେ ଆପଣା ନିମନ୍ତେ ବଳ ପ୍ରୟୋଗ କରି ପାରୁଥିଲା I ଯଦି “ମାଇଲ” ବୁଝା ପଡେନାହିଁ, ତେବେ ଏହାକୁ “ ଏକ କିଲୋମିଟର” କିମ୍ବା “ଦୁରତା” ଅନୁବାଦ କରାଯାଇପାରିବ I # with him ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେ ତୁମକୁ ଯିବା ନିମନ୍ତେ ବାଧ୍ୟ କରେ I # go with him two ସେ ତୁମକୁ କୋଶେ ଯିବା ନିମନ୍ତେ ବାଧ୍ୟ କଲେ, ଓ ପରେ ଆଉ ଏକ କୋଶ ଅଧିକ ଯାଅ I ଯଦି “କୋଶ” ବୁଝି ହୁଏନାହିଁ, ତୁମେ ଏହାକୁ “ଦୁଇ କିଲୋମିଟର” କିମ୍ବା “ଦ୍ବିଗୁଣ ପର୍ଯ୍ୟନ୍ତ” ସଦୃଶ ଅନୁବାଦ କରିପାର I