# General Information: ପୂର୍ବରୁ ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କହିଥିଲେ ଯେ ଈଶ୍ବରଙ୍କ ସିଂହାସନ, ପାଦପିଠ, ଓ ପୃଥିବୀର ଆବାସସ୍ଥଳ ସେମାନଙ୍କ ଶପଥ କରିବା ନିମନ୍ତେ ନୁହେ I ଏଠାରେ ସେ କୁହନ୍ତି ଯେ ସେମାନେ ଏପରିକି ଆପଣା ମସ୍ତକର ଶପଥ କରିବା ଉଚିତ ନୁହେ I # your ... you ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I ଏହି ଘଟଣାର ସମସ୍ତ ଶବ୍ଦ ଏକବଚନ ଅଟନ୍ତି I କିନ୍ତୁ ତୁମେ ହୁଏତ ସେଗୁଡିକ ବହୁବଚନରେ ଅନୁବାଦ କରିପାର I (ଦେଖ: [[rc://*/ta/man/translate/figs-you]]) # swear ଏହା ଶପଥ କରିବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ [ମାଥିଉ ୫:୩୪]( ../05/34.md)ରେ କିପରି ଅନୁବାଦ କରିଅଛ I