# General Information: ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମି ତୁମକୁ କହୁଅଛି”ରେ “ତୁମେ” ବହୁବାଚକ ଅଟେ I କହିବାକୁ ଗଲେ “ବ୍ୟଭିଚାର କରନାହି”ରେ “ତୁମେ” ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ଏହା ହୁଏତ ବହୁବାଚକ ହେବା ଆବଶ୍ୟକ କରେ I (ଦେଖ: [[rc://*/ta/man/translate/figs-you]]) # Connecting Statement: ଯୀଶୁ ପୁରାତନ ନିୟମକୁ କିପରି ସଫଳକଲେ ସେହି ବିଷୟରେ ଶିକ୍ଷାକୁ ଆଗକୁ ଜାରି ରଖନ୍ତି I ଏଠାରେ ସେ ବ୍ୟଭିଚାର ଓ କାମନା ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I # that it was said ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଲେ” ବା “ଯାହା ମୋଶା କହିଲେ” (ଦେଖ: [[rc://*/ta/man/translate/figs-activepassive]]) # commit ଏହି ଶବ୍ଦର ଅର୍ଥ କାର୍ଯ୍ୟ କରିବା କିମ୍ବା କିଛି କରିବା I