# Connecting Statement: ଯୀଶୁ ଅଧିକ ଲୋକମାନଙ୍କୁ ଶିଷ୍ୟ ହେବାନିମନ୍ତେ ଆହ୍ବାନ କଲେ I # He called them ଯୀଶୁ ଯୋହନ ଓ ଯାକୁବଙ୍କୁ ଆହ୍ବାନ କଲେ I ଏହି ବାକ୍ୟାଂଶ ମଧ୍ୟ ବୁଝାଏ ଯେ ଯୀଶୁ ତାହାଙ୍କୁ ଅନୁଗମନ କରିବା ନିମନ୍ତେ, ଏବଂ ତାହାଙ୍କ ଶିଷ୍ୟ ହେବା ନିମନ୍ତେ ସେମାନଙ୍କୁ ଆହ୍ବାନ କଲେ I