# I need to be baptized by you, and do you come to me? ଯୋହନ ଯୀଶୁଙ୍କ ଅନୁରୋଧରେ ତାହାଙ୍କ ଆଶ୍ଚର୍ଯ୍ୟାନ୍ବିତ ହେବା ଦେଖାଇବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆପଣ ମୋଠାରୁ ଅଧିକ ଗୁରୁତ୍ବପୁର୍ଣ୍ଣ ଅଟନ୍ତି I ମୁଁ ଆପଣଙ୍କୁ ବାପ୍ତିସ୍ମଦେବା ଉଚିତ ନୁହେଁ I ଆପଣ ମୋତେ ବାପ୍ତିସ୍ମ ଦେବା ଉଚିତ୍ I” (ଦେଖ: [[rc://*/ta/man/translate/figs-rquestion]])