# for repentance ତୁମେମାନେ ଅନୁତାପ କରିଅଛ ଦେଖାଇବା ନିମନ୍ତେ # But he who comes after me ଯୀଶୁ ଜଣେବ୍ୟକ୍ତି ଯେ ଯୋହନଙ୍କ ପରେ ଆସନ୍ତି I # is mightier than I ସେ ମୋଠାରୁ ଆହୁରି ଗୁରୁତ୍ବପୁର୍ଣ୍ଣ ଅଟନ୍ତି # He will baptize you with the Holy Spirit and with fire ଏହି ରୁପକ ଯୋହନଙ୍କ ଜଳରେ ବାପ୍ତିସ୍ମ ସହିତ ଅଗ୍ନିରେ ଭବିଷ୍ବତ ବାପ୍ତିସ୍ମ ସହିତ ତୁଳନା କରେ I ଏହାର ଅର୍ଥ ଯୋହନଙ୍କ ବାପ୍ତିସ୍ମ ଲୋକମାନଙ୍କୁ ସେମାନଙ୍କ ପାପରୁ କେବଳ ସାଙ୍କେତିକଭାବେ ଶୁଚିକରେ I ପବିତ୍ରଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିସ୍ମ ଲୋକମାନଙ୍କୁ ପ୍ରକୃତରେ ସେମାନଙ୍କ ପାପରୁ ଶୁଚି କରିଥାଏ I ଯଦି ସମ୍ଭବ ହୁଏ, ତୁମମାନଙ୍କ ଅନୁବାଦରେ “ବାପ୍ତିସ୍ମ” ଶବ୍ଦ ବ୍ୟବହାର କରି ଯୋହନଙ୍କ ବାପ୍ତିସ୍ମ ସହିତ ତୁଳନା କର I (ଦେଖ: [[rc://*/ta/man/translate/figs-metaphor]])