# what had been spoken through the prophets ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭବିଷ୍ୟତ ବକ୍ତାମାନଙ୍କ ଦ୍ବାରା ଯାହା ସଦାପ୍ରଭୁ ବହୁପୂର୍ବରୁ କହିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # he would be called a Nazarene ଏଠାରେ “ସେ” ଯୀଶୁଙ୍କୁ ବୁଝାଏ I ଯୀଶୁଙ୍କ ସମୟ ପୂର୍ବରୁ ଭବିଷ୍ୟତ ବକ୍ତାମାନେ ତାହାଙ୍କୁ ମଶୀହ କିମ୍ବା ଖ୍ରୀଷ୍ଟ ଭାବେ ଉଲ୍ଲେଖ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ନାଜରିତୀୟ ଯୀଶୁ କହିବେ” (ଦେଖ: [[rc://*/ta/man/translate/translate-names]])