# He remained ଏହା ସୁଚିତ କରେ ଯେ ଯୋଷେଫ, ମରିୟମ, ଓ ଯୀଶୁ ମିଶରରେ ରହିଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ରହିଥିଲେ” (ଦେଖ: [[rc://*/ta/man/translate/figs-explicit]]) # until the death of Herod ଯେପର୍ଯ୍ୟନ୍ତ ହେରୋଦଙ୍କର ମୃତ୍ୟୁ ହୋଇନାହିଁ [ମାଥିଉ ୨:୧୯]( ../02/19.md) I ଏହି ଉକ୍ତି ମିଶରରେ ସେମାନଙ୍କ ରହିବା ସମୟକୁ ବର୍ଣ୍ଣନା କରେ ଏବଂ ଏହା ପ୍ରକାଶ କରେ ନାହିଁ ଯେ ହେରୋଦ ଏହି ସମୟରେ ମୃତ୍ୟୁବରଣ କଲେ I # Out of Egypt I have called my son ଆମ୍ଭେ ଆପଣା ପୁତ୍ରକୁ ମିଶରରୁ ଆହ୍ବାନ କଲୁ # my son ହୋଶେୟ ପୁସ୍ତକରେ ଏହା ଇସ୍ରାଏଲ ଲୋକମାନଙ୍କୁ ବୁଝାଏ I ମାଥିଉ ଏହାକୁ ଉଦ୍ଧୃତ କରି କୁହନ୍ତି ଯେ ସେ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ଅନୁବାଦ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଶବ୍ଦ ବ୍ୟବହାର କରୁଅଛି ଯାହା ଏକମାତ୍ର ପୁତ୍ର କିମ୍ବା ପ୍ରଥମ ଜାତ ପୁତ୍ର ନିମନ୍ତେ ବୁଝାଇ ପାରେ I