# Connecting Statement: ଲେଖକ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତର ଘଟଣାବଳୀରେ ତାହାଙ୍କ ବର୍ଣ୍ଣନା ସମାପ୍ତ କରୁଛନ୍ତି I # as the angel of the Lord commanded ଦୁତ ଯୋଷେଫଙ୍କୁ କହିଲେ ମରିୟମଙ୍କୁ ତୁମର ଭାର୍ଯା ଭାବେ ଗ୍ରହଣ କର ଓ ଶିଶୁର ନାମ ଯୀଶୁ ଦେବ I # he took her as his wife ସେ ମରିୟମଙ୍କୁ ବିବାହ କଲେ