# while I was still with you ଏହା ପୁର୍ବରୁ ଯେତେବେଳେ ମୁଁ ତୁମ ସହିତ ଥିଲି # all that was written ... the Psalms must be fulfilled ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାସବୁ ଲେଖା ଯାଇଛି ଈଶ୍ୱର ସେସମସ୍ତ ସଫଳ କରିବେ ... ଗୀତସଂହିତା” ବା “ଗୀତସଂହିତାରେ ... ଯାହାସବୁ ଲେଖା ହୋଇଛି ଈଶ୍ୱର ସେସମସ୍ତ ସାଧନ କରିବେ” (ଦେଖ: [[rc://*/ta/man/translate/figs-activepassive]]) # all that was written in the law of Moses and the Prophets and the Psalms “ମୋଶାଙ୍କ ବ୍ୟବସ୍ଥା”, “ଭବିଷ୍ୟତବକ୍ତାମାନଙ୍କ ପୁସ୍ତକ” ଏବଂ “ଗୀତସଂହିତା"" ଏହି ଶବ୍ଦଗୁଡ଼ିକ ଏବ୍ରୀ ବାଇବଲର ଅଂଶଗୁଡିକର ନାମ ଅଟେ I ଏହାକୁ ସକ୍ରିୟ ରୂପରେ ଏବଂ ସାଧାରଣ ବିଶେଷ୍ୟ ବ୍ୟବହାର କରି ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ମୋଶା ଯେସମସ୍ତ ବ୍ୟବସ୍ଥାରେ ଲେଖିଛନ୍ତି, ଭବିଷ୍ୟତବକ୍ତାମାନେ ଯେସମସ୍ତ ବିଷୟ ଲେଖିଛନ୍ତି, ଗୀତସଂହିତାର ଲେଖକମାନେ ଯେ ସମସ୍ତ ବିଷୟ ଲେଖିଛନ୍ତି ସେସବୁ ମୋ ବିଷୟରେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])